ତେୟାଳିଶ ବର୍ଷରେ ପାଦ ଦେଲେ ସେକ ଇକବାଲ ହୁସେନ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୦-୧୦-୨୦୨୨ ସମାଜସେବୀ ତଥା ସାମ୍ବାଦିକ ସେକ ଇକବାଲ ହୁସେନଙ୍କ ଆଜି ତେୟାଳିଶତମ ଜନ୍ମଦିବସ।ରାଜନେତା,ଶୁଭେଚ୍ଛୁ, ଜନସାଧାରଣ ତାଙ୍କର ମଙ୍ଗଳ ମନାସି, ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଦୀର୍ଘଦିନ ଧରି ସେ ଗ୍ରାମ୍ୟାଞ୍ଚଳରେ ସମ୍ବାଦ ସଂଗ୍ରହ କରିବା ସହ, ସଦାସର୍ବଦା ଜନସାଧାରଣଙ୍କ ହକ ପାଇଁ କଲମ ମୁନରେ ଲଢେଇ କରି ଆସୁଛନ୍ତି।
Copy and paste this URL into your WordPress site to embed
Copy and paste this code into your site to embed